ବିକ୍ଷୋଭ ସଭାରେ ଫୁଟିଲା ଗୁଳି ଅଳ୍ପକେ ବର୍ତ୍ତିଲେ ନେତା, କର୍ମୀ

ଜାତୀୟ ରାଜପଥ ଅବରୋଧ, ମୁଖ୍ୟ ଅଭିଯୁକ୍ତ ଗିରଫ ଧଉଳି: ପେଟ୍ରୋଲ୍‌ ଓ ଡିଜେଲ ଦର ବୃଦ୍ଧିକୁ ବିରୋଧ କରି ବିଜେଡି ପକ୍ଷରୁ ଚାଲିଥିବା ବିକ୍ଷୋଭ ସଭାରେ ଗୁଳି ଫୁଟିଛି। ଧଉଳି ଥାନା ଅଧୀନରେ ଥିବା ଦୁଇଟି ପେଟ୍ରୋଲ୍‌ ଟାଙ୍କିରେ ଆଜି ପୂର୍ବାହ୍ଣରେ ଏହି ବିକ୍ଷୋଭ ସଭା ଚାଲୁଥିଲା। ଗୁଳିକାଣ୍ଡରୁ ଶିଶୁପାଳଗଡ଼ ଅଞ୍ଚଳର ବିଜେଡି ନେତା ରବୀନ୍ଦ୍ର ପାତ୍ର ଓ କିଛି କର୍ମୀ ବର୍ତି ଯାଇଛନ୍ତି। ଘଟଣାରେ ପୁଲିସ ନୂଆଗାଁର ଚିନ୍ମୟ … Continue reading ବିକ୍ଷୋଭ ସଭାରେ ଫୁଟିଲା ଗୁଳି ଅଳ୍ପକେ ବର୍ତ୍ତିଲେ ନେତା, କର୍ମୀ